ପରିମାଣିବା Parimāṇibā
- ଦେ. (ପଦ୍ୟ) କ୍ରି—(ସଂ. ପରିମାଣ) — ମାପ ସ୍ଥିର କରିବା — To ascertain or determine the measure of
- ଦେ. (ପଦ୍ୟ) କ୍ରି—(ସଂ. ପରିମାଣ) — ଲକ୍ଷ ଅଲକ୍ଷ ଯେତେ ପ୍ରାଣୀ। ବୋଧ ବିଚାରେ ପରିମାଣି। ଜଗନ୍ନାଥ—ଭାଗବତ।
- ଦେ. (ପଦ୍ୟ) କ୍ରି—(ସଂ. ପରିମାଣ) — ନିର୍ଦ୍ଦେଶ କରିବା; ବ୍ୟବସ୍ଥା କରିବା — To indicate; to lay down
- ଦେ. (ପଦ୍ୟ) କ୍ରି—(ସଂ. ପରିମାଣ) — ରଚନା କରିବା — To compose
- ଦେ. (ପଦ୍ୟ) କ୍ରି—(ସଂ. ପରିମାଣ) — ନିର୍ମ୍ମଳ ଭାଗବତ ବାଣୀ, ଭାଷା ପ୍ରବନ୍ଧେ ପରିମାଣି। ଜଗନ୍ନାଥ—ଭାଗବତ।
- ଦେ. (ପଦ୍ୟ) କ୍ରି—(ସଂ. ପରିମାଣ) — ବିଚାରିବା — To think, to keep in view
- ଦେ. (ପଦ୍ୟ) କ୍ରି—(ସଂ. ପରିମାଣ) — କିବା ଉଦ୍ୟମ ପରିମାଣି ଅଇଲେ ଆମ୍ଭେ ତ ନ ଜାଣି। ଜଗନ୍ନାଥ—ଭାଗବତ।