ପରିମାଣି Primāṇi

  • ଦେ. ଅ. (ସଂ. ପ୍ରମାଣ) — ତୁଲ୍ୟ; ପରି; ପ୍ରମାଣେ — Like; similar to
  • ଦେ. ଅ. (ସଂ. ପ୍ରମାଣ) — ରଥ ଦିଶନ୍ତି କେତୁ ଜାଣି ଚନ୍ଦ୍ରମଣ୍ଡଳ ପରିମାଣି। ପ୍ରାଚୀ, ଯଶୋବନ୍ତ. ପ୍ରେମଭକ୍ତିଗୀତା।