ପରିମାଣିକ Parimāṇika
- ଦେ. ବି — ସମାଜର ପ୍ରଧାନ ବ୍ୟକ୍ତି — The headman of a caste-guild
- ଦେ. ବି — ତନ୍ତିମାନଙ୍କ ଉପାଧିବିଶେଷ — A family-title of weavers
- ପ୍ରାଦେ. (ପୁରୀ) — ମନ୍ଦିରର ଯେଉଁ କର୍ମଚାରୀ ଖଟଣି ପାଇଁ ଯାତ୍ରୀଙ୍କ ଦେବା ଫିସ୍ ସ୍ଥିର କରେ ଓ ଆଦାୟ କରେ — A temple officer who settles & realises fees from pilgrims for offerings to a Deity