ପରିପାଟୀ Paripāṭī
- ସଂ. ବି. (ପରି=ପରେ; କ୍ରମେ କ୍ରମେ+ପଟ୍ ଧାତୁ ଣିଚ; ପାଟି ଧାତୁ=ଗମନ କରିବା+ଭାବ. ଇ; ଈ) — ଅନୁକ୍ରମ; ଆନୁପୂର୍ବିକ ଧାରା — Order; succession
- ସଂ. ବି. (ପରି=ପରେ; କ୍ରମେ କ୍ରମେ+ପଟ୍ ଧାତୁ ଣିଚ; ପାଟି ଧାତୁ=ଗମନ କରିବା+ଭାବ. ଇ; ଈ) — ବିଧାନେ କଳପଟି ଦଶନକୁ ଉତ୍ପାଟି ଦେତ୍ୟ ପରିପାଟୀ ନାଶିଲା। ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. (ପରି=ପରେ; କ୍ରମେ କ୍ରମେ+ପଟ୍ ଧାତୁ ଣିଚ; ପାଟି ଧାତୁ=ଗମନ କରିବା+ଭାବ. ଇ; ଈ) — ସୁବ୍ୟବସ୍ଥା — Good arrangement
- ସଂ. ବି. (ପରି=ପରେ; କ୍ରମେ କ୍ରମେ+ପଟ୍ ଧାତୁ ଣିଚ; ପାଟି ଧାତୁ=ଗମନ କରିବା+ଭାବ. ଇ; ଈ) — ନୈପୁଣ୍ୟ; କୌଶଳ — Skill
- ସଂ. ବି. (ପରି=ପରେ; କ୍ରମେ କ୍ରମେ+ପଟ୍ ଧାତୁ ଣିଚ; ପାଟି ଧାତୁ=ଗମନ କରିବା+ଭାବ. ଇ; ଈ) — କାରିଗରୀ — Art
- ସଂ. ବି. (ପରି=ପରେ; କ୍ରମେ କ୍ରମେ+ପଟ୍ ଧାତୁ ଣିଚ; ପାଟି ଧାତୁ=ଗମନ କରିବା+ଭାବ. ଇ; ଈ) — ଉତ୍କର୍ଷ — Excellence
- ସଂ. ବି. (ପରି=ପରେ; କ୍ରମେ କ୍ରମେ+ପଟ୍ ଧାତୁ ଣିଚ; ପାଟି ଧାତୁ=ଗମନ କରିବା+ଭାବ. ଇ; ଈ) — ଢଙ୍ଗ; ରୀତି; ପଦ୍ଧତି — Method; mode; style
- ସଂ. ବି. (ପରି=ପରେ; କ୍ରମେ କ୍ରମେ+ପଟ୍ ଧାତୁ ଣିଚ; ପାଟି ଧାତୁ=ଗମନ କରିବା+ଭାବ. ଇ; ଈ) — ଅଙ୍କ; ଗଣିତ — Arithmetic. (M.W.)
- ଦେ. ବିଣ — ଧାରାବାହିକ — Methodical
- ଦେ. ବିଣ — ମନୋହର; ସୁନ୍ଦର — Graceful; neat; elegant
- ଦେ. ବିଣ — ସୁବ୍ୟବସ୍ଥିତ — Well arranged; orderly
- ଦେ. ବିଣ — ଉତ୍କୃଷ୍ଟ — Excellent