ପରିପାଳକ Paripāḻaka

  • ସଂ. ବିଣ. ପୁଂ. (ପରି+ପାଳକ) — ଯେ ପ୍ରତିପୋଷଣ କରେ — Maintaining; fostering
  • ସଂ. ବିଣ. ପୁଂ. (ପରି+ପାଳକ) — ଆଶ୍ରୟଦାତା — Giving shelter
  • ସଂ. ବିଣ. ପୁଂ. (ପରି+ପାଳକ) — ରକ୍ଷକ — Guarding; protecting