ପରିପନ୍ଥକ Pari panthaka

  • ସଂ. ବି.—(ପରି=ଦୋଷ କୀର୍ତ୍ତନ+ପନ୍ଥକ=ଯେ ପଥରେ ଗମନ କରେ) — ପଥରୋଧକ ବ୍ୟକ୍ତି — One who obstructs the way
  • ସଂ. ବି.—(ପରି=ଦୋଷ କୀର୍ତ୍ତନ+ପନ୍ଥକ=ଯେ ପଥରେ ଗମନ କରେ) — ପ୍ରତିକୂଳ ବ୍ୟକ୍ତି; ବିରୋଧୀ ବ୍ୟକ୍ତି — Antagonist
  • ସଂ. ବି.—(ପରି=ଦୋଷ କୀର୍ତ୍ତନ+ପନ୍ଥକ=ଯେ ପଥରେ ଗମନ କରେ) — ଶତ୍ରୁ ବିପକ୍ଷ — Adversary; enemy
  • ସଂ. ବି.—(ପରି=ଦୋଷ କୀର୍ତ୍ତନ+ପନ୍ଥକ=ଯେ ପଥରେ ଗମନ କରେ) — ବେଢ଼ି ଶତ୍ରୁ ପରିପନ୍ଥୀ ଆଦି ଅଷ୍ଟ ରଥୀ ଦିଗଦନ୍ତୀ ସମ। ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି.—(ପରି=ଦୋଷ କୀର୍ତ୍ତନ+ପନ୍ଥକ=ଯେ ପଥରେ ଗମନ କରେ) — ଦସ୍ୟୁ; ଡକାଏତ; ବାଟପାଡ଼ୀ — Robber; highway man
  • ସଂ. ବି.—(ପରି=ଦୋଷ କୀର୍ତ୍ତନ+ପନ୍ଥକ=ଯେ ପଥରେ ଗମନ କରେ) — ବିଘ୍ନ; ବ୍ୟାଘାତ — Obstacle; hindrance
  • ସଂ. ବିଣ. — ପଥ ଅବରୋଧକାରୀ — Obstructing the way
  • ସଂ. ବିଣ. — ପ୍ରତିକୂଳାଚାରୀ — Acting against
  • ସଂ. ବିଣ. — ବାଧାଜନକ — Hindering; obstructing