ପରିପାଳିବା Paripāḻibā

  • ଦେ. କ୍ରି. (ସଂ. ପରିପାଳନ) — ପ୍ରକାଶ କରିବା; ଦେଖାଇବା — To exhibit; to manifest
  • ଦେ. କ୍ରି. (ସଂ. ପରିପାଳନ) — ସହଜେ ଦୟାଳୁ ଗୁଣ ପରିପାଳୁ ମୋହ ପରି ନିଧୁବନରେ। କବିସୂର୍ଯ୍ୟ. ସଙ୍ଗୀତ।