ପରିଣତେ Pariṇate

  • ଦେ. (ପଦ୍ୟ) କ୍ରି. ବିଣ — ଶେଷରେ; ଅବଶେଷରେ — At last; finally
  • ଦେ. (ପଦ୍ୟ) କ୍ରି. ବିଣ — ବିଭୀଷଣ ଭଣନ୍ତେ ଜାଣନ୍ତେ ପରିଣତେ ଧିକ୍କାର କରି କେତେ ଗଞ୍ଜି। ଭଞ୍ଜ, ବୈଦେହୀଶବିଳାସ।