ପରିଜ୍ଞାନ Parijn̄āna
- ସଂ. ବି. (ପରି= ସମ୍ୟକ୍+ ଜ୍ଞା ଧାତୁ= ଜାଣିବା+ ଭାବ. ଅନ) — ସମ୍ୟକ୍ ଜ୍ଞାନ — Thorough knowledge
- ସଂ. ବି. (ପରି= ସମ୍ୟକ୍+ ଜ୍ଞା ଧାତୁ= ଜାଣିବା+ ଭାବ. ଅନ) — ସୁପରିଚୟ — Recognition; intimate acquaintance
- ସଂ. ବି. (ପରି= ସମ୍ୟକ୍+ ଜ୍ଞା ଧାତୁ= ଜାଣିବା+ ଭାବ. ଅନ) — ଅନୁଭବ — Experience; perception
- ସଂ. ବି. (ପରି= ସମ୍ୟକ୍+ ଜ୍ଞା ଧାତୁ= ଜାଣିବା+ ଭାବ. ଅନ) — ଭଲ ମନ୍ଦର ପ୍ରଭେଦ ଜ୍ଞାନ — Discrimination between good and evil