ପରିଣତି Pariṇati
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ବିନତି — Bending
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ଅବନତି; ତଳକୁ ନଇଁ ପଡ଼ିବା — Bending down
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ପରିବର୍ତ୍ତନ — Change
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ଅବସ୍ଥାନର ପ୍ରାପ୍ତି — Transformation
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ସୁପକ୍ୱତା — Ripeness; maturity
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ବାର୍ଦ୍ଧକ୍ୟ — Old age
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ସମାପ୍ତି — End
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ଚରମ ଦଶା; ପରିଣାମ — Last condition; final state
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ନାହିଁ ଭଲ ପରିଣତିରେ ନରମଣି। କୃଷ୍ଣସିଂହ, ମହାଭାରତ, ସଭା
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ଶେଷ ଫଳ; ପରିପାକ — Ultimate result
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ଫଳ ପ୍ରାପ୍ତି; ସଫଳତା ହେବା ଅବସ୍ଥା — Fulfilment
- ସଂ. ବି. (ପରି+ ନମ୍ ଧାତୁ= ନମ୍ର ହେବା+ ଭାବ. ତି) — ପରବ ଚନ୍ଦ୍ର ଚିପୁଡ଼ି ପିଇବା ପୀୟୂଷ ପରିଣତି ସମୟେ ସେ ହେବ ଯେବେ ବିଷ। କବିସୂର୍ଯ୍ୟ, କିଶୋରୀଚମ୍ପୂ ପ ଗୀତ।