ପରିଜ୍ଞାତା Parijn̄ātā
- ସଂ. ବିଣ. (ପରି+ ଜ୍ଞା ଧାତୁ= ଜାଣିବା+ କର୍ତ୍ତୃ. ତୃ; 1 ମା. 1 ବ) — ଉତ୍ତମ ରୂପେ ଜାଣିଥିବା; ସୁଜ୍ଞାତା — Knowing well
- ସଂ. ବିଣ. (ପରି+ ଜ୍ଞା ଧାତୁ= ଜାଣିବା+ କର୍ତ୍ତୃ. ତୃ; 1 ମା. 1 ବ) — ଜ୍ଞାନୀ — Wise (M.W.)
- ସଂ. ବିଣ. (ପରି+ ଜ୍ଞା ଧାତୁ= ଜାଣିବା+ କର୍ତ୍ତୃ. ତୃ; 1 ମା. 1 ବ) — ବୁଦ୍ଧିମାନ୍ — Intelligent (M.W.)