ପରିଣାମ ଦର୍ଶୀ Pariṇāmadarsī

  • ସଂ. ବିଣ. (ପରିଣାମ ଦର୍ଶିନ୍; ପରିଣାମ+ ଦୃଶ୍ ଧାତୁ+ କର୍ତ୍ତୃ. ଇନ୍) — ଚରମଦର୍ଶୀ; ଭବିଷ୍ୟତ୍ ଦର୍ଶୀ; ସୁଦୂରଦର୍ଶୀ; ପରେ କି ଫଳ ଘଟିବ ଏଥିପ୍ରତି ଲକ୍ଷ୍ୟ ରଖି ଯେ କାର୍ଯ୍ୟ କରେ — Prudent; provident; farseeing; foresighted