ପରିଜା Parijā
- ଦେ. ବି. (ସଂ. ପର୍ଯ୍ୟାୟ) — ପର୍ଯ୍ୟାୟ — Series; class
- ଦେ. ବି. (ସଂ. ପର୍ଯ୍ୟାୟ) — କରଣମାନଙ୍କର ବଂଶୋପାଧିବିଶେଷ — A family title of Karaṇas
- ଦେ. ବି. (ସଂ. ପର୍ଯ୍ୟାୟ) — ପାରିଜା (ଦେଖ) — Pārijā (See)
- ସଂ. ବି. (ବୈଦିକ ସଂସ୍କୃତ) ଆଦି ଜନ୍ମ ଭୂମି (ହି. ଶ.) — The original birth-place