ପରିଜନ Parijana

  • ସଂ. ବି. (ପରି= ସମ୍ପୂର୍ଣ୍ଣରୂପେ+ ଜନ= ସ୍ୱୀୟ ଲୋକ) — ସ୍ୱଜନ; ପରିବାର; ପୋଷ୍ୟ ବର୍ଗ — Family; one's dependants
  • ସଂ. ବି. (ପରି= ସମ୍ପୂର୍ଣ୍ଣରୂପେ+ ଜନ= ସ୍ୱୀୟ ଲୋକ) — (ପରି= ପଶ୍ଚାତ୍+ ଜନ= ଲୋକ) ଭୃତ୍ୟ; ଅନୁଚର; ସେବକ — Servant; attendant
  • ସଂ. ବି. (ପରି= ସମ୍ପୂର୍ଣ୍ଣରୂପେ+ ଜନ= ସ୍ୱୀୟ ଲୋକ) — ଅନ୍ଧ ବୃଦ୍ଧ ଛୋଟା କେମ୍ପାକୁ ଦେଇ ଅନ୍ନ ଥିଲେ ଯେ ସେ ଆସି ହୋଇଲେ ପରିଜନ। କୃଷ୍ଣସିଂହ, ମହାଭାରତ, ବିରାଟ।
  • ସଂ. ବି. (ପରି= ସମ୍ପୂର୍ଣ୍ଣରୂପେ+ ଜନ= ସ୍ୱୀୟ ଲୋକ) — ଅନୁଚର ବର୍ଗ — Retinue
  • ସଂ. ବି. (ପରି= ସମ୍ପୂର୍ଣ୍ଣରୂପେ+ ଜନ= ସ୍ୱୀୟ ଲୋକ) — ଉଜ୍ଜ୍ୱଳ ଶରତ ଲକ୍ଷ୍ମୀ ପରିଜନ ପ୍ରାୟ ଦେଶ ଦେଶ କରିଣ ଭ୍ରମଣ। ରାଧାନାଥ, ଚିଲିକା।