ପରିଘାତ Parighāta
- ସଂ. ବି. (ପରି+ହନ୍ ଧାତୁ= ବଧ କରିବା+ଭାବ. ଅ) — ହନନ; ବଧ — Killing; slaughter
- ସଂ. ବି. (ପରି+ହନ୍ ଧାତୁ= ବଧ କରିବା+ଭାବ. ଅ) — ଆଘାତ — Striking
- ସଂ. ବି. (ପରି+ହନ୍ ଧାତୁ= ବଧ କରିବା+ଭାବ. ଅ) — (+ କରଣ. ଅ)—ବିଘ୍ନ; ପ୍ରତିବନ୍ଧକ — Obstacle; hindrance
- ସଂ. ବି. (ପରି+ହନ୍ ଧାତୁ= ବଧ କରିବା+ଭାବ. ଅ) — ପରିଘ; ଲୌହମୁଖ ମୁଦ୍ଗର — A club studded with iron
- ସଂ. ବି. (ପରି+ହନ୍ ଧାତୁ= ବଧ କରିବା+ଭାବ. ଅ) — ଅର୍ଗଳ — Bolt; bar
- ସଂ. ବି. (ପରି+ହନ୍ ଧାତୁ= ବଧ କରିବା+ଭାବ. ଅ) — ଯେଉଁ ଅସ୍ତ୍ରରେ ହତ୍ୟା କରାଯାଏ — A weapon used for killing