ପରିଘୋଷ Parighosha

  • ସଂ. ବି. (ପରି=ଉପରିସ୍ଥ+ଘୋଷ= ଶବ୍ଦ) — ମେଘର ଗର୍ଜ୍ଜନ; ଘଡ଼ଘଡ଼ି — The roar of clouds
  • ସଂ. ବି. (ପରି=ଉପରିସ୍ଥ+ଘୋଷ= ଶବ୍ଦ) — ଆରାବ; ଶବ୍ଦ — Sound
  • ସଂ. ବି. (ପରି=ଉପରିସ୍ଥ+ଘୋଷ= ଶବ୍ଦ) — (ପରି=ନିନ୍ଦିତ+ଘୋଷ)—ଅକଥ୍ୟ କଥା — Unuterable speech