ପରିଗ୍ରାହକ Parigrāhaka

  • ସଂ. ବିଣ. ପୁଂ. (ପରି=ଚତୁର୍ଦ୍ଦିଗରେ+ଗ୍ରହ୍ ଧାତୁ= ଗ୍ରହଣ କରିବା+କର୍ତ୍ତୃ. ଅକ) — ଯେ ପରିଗ୍ରହ କରେ — Accepting
  • ସଂ. ବିଣ. ପୁଂ. (ପରି=ଚତୁର୍ଦ୍ଦିଗରେ+ଗ୍ରହ୍ ଧାତୁ= ଗ୍ରହଣ କରିବା+କର୍ତ୍ତୃ. ଅକ) — ଗ୍ରହୀତା — Taking
  • ସଂ. ବିଣ. ପୁଂ. (ପରି=ଚତୁର୍ଦ୍ଦିଗରେ+ଗ୍ରହ୍ ଧାତୁ= ଗ୍ରହଣ କରିବା+କର୍ତ୍ତୃ. ଅକ) — ସ୍ୱୀକାରକର୍ତ୍ତା — Admitting; agreeing