ପରିଚୟ Parichaya

  • ସଂ. ବି. (ପରି= ସର୍ବତୋଭାବେ+ଚି ଧାତୁ= ଏକତ୍ର କରିବା +ଭାବ. ଅ) — ଆଳାପ; କୌଣସି ବ୍ୟକ୍ତିର ନାମଧାମାଦି ଜାଣିବା — Acquaintance
  • ସଂ. ବି. (ପରି= ସର୍ବତୋଭାବେ+ଚି ଧାତୁ= ଏକତ୍ର କରିବା +ଭାବ. ଅ) — ଅଭିଜ୍ଞାନ — Intimate knowledge
  • ସଂ. ବି. (ପରି= ସର୍ବତୋଭାବେ+ଚି ଧାତୁ= ଏକତ୍ର କରିବା +ଭାବ. ଅ) — ପ୍ରଣୟ; ଘନିଷ୍ଠତା; ଜଣାଶୁଣା — Intimacy; friendship
  • ସଂ. ବି. (ପରି= ସର୍ବତୋଭାବେ+ଚି ଧାତୁ= ଏକତ୍ର କରିବା +ଭାବ. ଅ) — ଅଭ୍ୟାସ (ହି. ଶ) — Practice. (M.W.)
  • ଦେ. ବିଣ. (ସଂ. ପରିଚିତ) — ପରିଚିତ — Acquainted