ପରମର୍ଷୀ Paramarshī

  • ସଂ. ବି. (କର୍ମଧା; ପରମ+ଋଷି) — ମହର୍ଷି; ଶ୍ରେଷ୍ଠମୁନି (ବେଦବ୍ୟାସ, ନାରଦ, ଶୁକ, ମାର୍କଣ୍ଡେୟଆଦି) — An eminent sage; a saint of the 1st rank