ପରମାଣିକ Paramāṇika

  • ଦେ. ବି. (ସଂ. ପ୍ରମାଣିକ) — ଜାତିର ପ୍ରଧାନ ବ୍ୟକ୍ତି — The headman of a caste
  • ଦେ. ବି. (ସଂ. ପ୍ରମାଣିକ) — ଆଉ ଆଉ ହାଟୁଆ ଜାତିଙ୍କ ପରି ତନ୍ତିମାନଙ୍କର ମଧ୍ୟ ଜଣେ ପରମାଣିକ ଅଛନ୍ତି। ଫକୀରମୋହନ, ଛମାଣ ଆଠଗୁଣ୍ଠ।
  • ଦେ. ବି. (ସଂ. ପ୍ରମାଣିକ) — ତନ୍ତିମାନଙ୍କ ଉପାଧିବିଶେଷ — Family-title of some weavers
  • ଦେ. ବି. (ସଂ. ପ୍ରମାଣିକ) — ତନ୍ତିସମାଜର ପ୍ରଧାନ ବ୍ୟକ୍ତିର ଉପାଧି — A title of the headman amongst weavers
  • ଦେ. ବି. (ସଂ. ପ୍ରମାଣିକ) — ଭଣ୍ଡାରି ଜାତିର ମୁଖ୍ୟବ୍ୟକ୍ତିର ଉପାଧି — A title of the headman of the barber cast