ପରମାଣ Paramāṇa
- ଗ୍ରା. (ପଦ୍ୟ) ବି ଓ ବିଣ (ସଂ. ପ୍ରମାଣ) — ପ୍ରମାଣ (ଦେଖ) — Pramāṇa (See)
- ଗ୍ରା. (ପଦ୍ୟ) ବି ଓ ବିଣ (ସଂ. ପ୍ରମାଣ) — ଯହିଁ ସଂସାର ପରମାଣ, ଭୂତ ଭବିଷ୍ୟ ବର୍ତ୍ତମାନ। ଜଗନ୍ନାଥ. ଭାଗବତ।
- ଗ୍ରା. (ପଦ୍ୟ) ବି ଓ ବିଣ (ସଂ. ପ୍ରମାଣ) — (ସଂ. ପରିମାଣ) ପରିମାଣ (ଦେଖ) — Parimāṇa (See)