ପରପଞ୍ଚ Parapan̄cha

  • ଦେ. ବି. (ସଂ. ପ୍ରପଞ୍ଚ=ଭ୍ରମ; ବଞ୍ଚନା) — ମାୟା — Delusion
  • ଦେ. ବି. (ସଂ. ପ୍ରପଞ୍ଚ=ଭ୍ରମ; ବଞ୍ଚନା) — ବଞ୍ଚନା — Cheating; fraud
  • ଦେ. ବି. (ସଂ. ପ୍ରପଞ୍ଚ=ଭ୍ରମ; ବଞ୍ଚନା) — ହଟହଟା — Awkward position
  • ଦେ. ବି. (ସଂ. ପ୍ରପଞ୍ଚ=ଭ୍ରମ; ବଞ୍ଚନା) — ଅମଙ୍ଗଳ — Evil
  • ଦେ. ବି. (ସଂ. ପ୍ରପଞ୍ଚ=ଭ୍ରମ; ବଞ୍ଚନା) — କପଟତା — Hypocricy
  • ଦେ. ବିଣ — ଅମଙ୍ଗୁଳିଆ; ଅଶୁଭ — Unpropitious; inauspicious
  • ଦେ. ବିଣ — କଦାକାର; ବିକଟ; ଅସୁନ୍ଦର; କୁତ୍ସିତ — Ugly
  • ଦେ. ବିଣ — ଯାଇଥିଲି ମଞ୍ଚ, ଦେଖି ଅଇଲି ପରପଞ୍ଚ—ଢଗ।
  • ଦେ. ବିଣ — ମନ୍ଦ — Bad; evil
  • ଦେ. ବିଣ — ଅତି ଦୁଷ୍ଟ; ଧୂର୍ତ୍ତ — Very wicked
  • ଦେ. ବିଣ — କପଟୀ; ମାୟାବୀ — Deceptive; illusive