ପରନ୍ତପ Parantapa
- ସଂ. ବିଣ. ପୁଂ. (ପରଂ=ଶତ୍ରୁକୁ+ତପ୍ ଧାତୁ= ତାପ ଦେବା +କର୍ତ୍ତୃ. ଅ) — ଶତ୍ରୁର ପୀଡ଼ାଦାୟକ (ବ୍ୟକ୍ତି) — Oppresive to the enemy
- ସଂ. ବିଣ. ପୁଂ. (ପରଂ=ଶତ୍ରୁକୁ+ତପ୍ ଧାତୁ= ତାପ ଦେବା +କର୍ତ୍ତୃ. ଅ) — ଜିତେନ୍ଦ୍ରିୟ — Self-denying; self-controlled
- ସଂ. ବି. (ନାମ) — ମଗଧର ଜନୈକ ରାଜା — Name of a king of Magadha
- ସଂ. ବି. (ନାମ) — ତାମସ ମନୁଙ୍କର ଏକ ପୁତ୍ର — Name of a son of Tāmasa Manu