ପରପୂର୍ବା Parapūrbā

  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ପର+ପୂର୍ବ+ସ୍ତ୍ରୀ. ଆ) — ପୂର୍ବେ ଅନ୍ୟ ସ୍ୱାମୀକୁ ବିବାହ କରିଥିବା ସ୍ତ୍ରୀ; ଯେଉଁ ସ୍ତ୍ରୀର ବର୍ତ୍ତମାନ ସ୍ୱାମୀଙ୍କ ଛଡ଼ା ଆଉ ଜଣେ ସ୍ୱାମୀ ଥିଲେ — A woman previously married to another; a woman who has had a former husband
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ପର+ପୂର୍ବ+ସ୍ତ୍ରୀ. ଆ) — [ଦ୍ର—ପରପୂର୍ବା ଦୁଇ ଶ୍ରେଣୀର, ଯଥା, କ୍ଷତା (ଯେ ପ୍ରଥମ ସ୍ୱାମୀର ସହବାସ କରିଥାଏ) ଓ ଅକ୍ଷତା (ଯେ ପ୍ରଥମ ସ୍ୱାମୀର ସହବାସ କରି ନ ଥାଏ)।]