ପରପୁଷ୍ଟା Parapushṭā

  • ସଂ. ବି. ସ୍ତ୍ରୀ. (ପରପୁଷ୍ଟ+ସ୍ତ୍ରୀ. ଆ) — ମଲାଙ୍ଗ — Mistleto
  • ସଂ. ବି. ସ୍ତ୍ରୀ. (ପରପୁଷ୍ଟ+ସ୍ତ୍ରୀ. ଆ) — ବେଶ୍ୟା — Harlot
  • ସଂ. ବିଣ — ଅନ୍ୟ ଦ୍ୱାରା ପ୍ରତିପାଳିତା — Maintained or brought up by another