ପବିତ୍ର Pabitra

  • ସଂ. ବିଣ. (ପୂ ଧାତୁ+ କର୍ତ୍ତୃ. ଇତ୍ର) — ଶୁଦ୍ଧ; ପୂତ — Pure; sacred
  • ସଂ. ବିଣ. (ପୂ ଧାତୁ+ କର୍ତ୍ତୃ. ଇତ୍ର) — ପାପହୀନ — Sinless
  • ସଂ. ବିଣ. (ପୂ ଧାତୁ+ କର୍ତ୍ତୃ. ଇତ୍ର) — ପାପହାରକ — Removing sin
  • ସଂ. ବି — କୁଶ — The Kuṡa grass
  • ସଂ. ବି — ଜଳ — Water
  • ସଂ. ବି — ବେଦମନ୍ତ୍ର — A vedic formula
  • ସଂ. ବି — ପଇତା; ଯଜ୍ଞୋପବୀତ — The sacred thread worn by the twice-born
  • ସଂ. ବି — ଘୃତ — Ghee
  • ସଂ. ବି — ତାମ୍ର — Copper
  • ସଂ. ବି — ମଧୁ — Honey
  • ସଂ. ବି — ଅର୍ଘ୍ୟପାତ୍ର — Water pot
  • ସଂ. ବି — ରାଶି ଗଛ — The sessamum plant