ପବିତ୍ରକ Pabitraka
- ସଂ. ବି. (ପବିତ୍ର+ ସଂଜ୍ଞାର୍ଥରେ. କ) — କ୍ଷତ୍ରିୟର ଯଜ୍ଞସୂତ୍ର — A Kshatriya's sacred thread
- ସଂ. ବି. (ପବିତ୍ର+ ସଂଜ୍ଞାର୍ଥରେ. କ) — କୁଶ — The Kuṡa grass
- ସଂ. ବି. (ପବିତ୍ର+ ସଂଜ୍ଞାର୍ଥରେ. କ) — ଅଶ୍ୱତ୍ଥ ଗଛ — The sacred fig tree; Ficus Religiosa
- ସଂ. ବି. (ପବିତ୍ର+ ସଂଜ୍ଞାର୍ଥରେ. କ) — ଉଦୁମ୍ବର — The sacrificial fig tree