ପବିତ Pabita

  • ସଂ. ବିଣ (ପୂ ଧାତୁ+ କର୍ମ. ତ) — ପୂତ — Sacred
  • ସଂ. ବିଣ (ପୂ ଧାତୁ+ କର୍ମ. ତ) — ପରିଶୋଧିତ — Purified
  • ସଂ. ବି. — ଯଜ୍ଞୋପବୀତ; ପଇତା — The sacred thread
  • ସଂ. ବି. — ଗୋଲମରିଚ — Black pepper