ପବିତର Pabitara

  • ଗ୍ରା. (ପଦ୍ୟ) ବିଣ — ପବିତ୍ର (ଦେଖ) — Pabitra (See)
  • ଗ୍ରା. (ପଦ୍ୟ) ବିଣ — ବାଳକ୍ରୀଡ଼ନକପ୍ରିୟ ଯେ ପବିତର ଏତେକ ନାମ ଜାଣ କାର୍ତିକେୟଙ୍କର—କୃଷ୍ଣସିଂହ. ମହାଭାରତ. ବନ।