ପନିକି Paniki

  • ଦେ. ବି. (ସଂ. ବଙ୍କି= ପିଞ୍ଜରାହାଡ଼; ପିଞ୍ଜରାହାଡ଼ ପରି ବଙ୍କା— ଥିବାରୁ) — ପରିବାଆଦି କାଟିବା ନିମନ୍ତେ ବ୍ୟବହୃତ ପୀଢ଼ା ଉପରେ ସଂଲଗ୍ନ ହୋଇଥିବା ଲୁହାର ବଙ୍କାଛୁରୀ; ପୀଠବିଶିଷ୍ଟ କର୍ତ୍ତରୀ — A curved knife attached to a wooden board for chopping Kitchen vegetables; vegetable chopper