ପନିଅର Paniara

  • ଦେ. ବି — ପରିବା ପତ୍ର — Kitchen vegetables
  • ଦେ. ବି — ବାଇଗଣ ଫଳ — Brinjal (fruit)
  • ଦେ. ବି — (ସଂ. ପନ୍ନୀର)—ସୁବାସିତ ଜଳ — Scented water (sprinkled over guests and images)
  • ପ୍ରାଦେ. (ଗଡ଼ଜାତ) ବି — କ୍ଷୌର ହେବା — Shaving