ପନିଅରି ବ୍ରାହ୍ମଣ Paniari brāhmaṇa

  • ଦେ. ବି — ପଣ୍ଡାଶ୍ରେଣୀୟ ବ୍ରାହ୍ମଣ; ଯେଉଁ ବ୍ରାହ୍ମଣମାନେ ପରିବାପତ୍ର ଫସଲ କରି ବିକି ଜୀବିକା ନିର୍ବାହ କରନ୍ତି; ସାରୁଆ ବ୍ରାହ୍ମଣ — A lower class of Brāhmaṇas who earn their livelihood by raising and selling kitchen vegetables
  • ଦେ. ବି — [ଦ୍ର— ଏମାନେ ଅଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କର ତିନି ଶ୍ରେଣୀମଧ୍ୟରୁ 1 ଶ୍ରେଣୀର ଅନ୍ତର୍ଗତ। ଶ୍ରୋତ୍ରିୟ ବ୍ରାହ୍ମଣମାନେ ଏମାନଙ୍କ ସହିତ ବୈବାହିକ ସମ୍ବନ୍ଧ କରନ୍ତି ନାହିଁ । କୃପାସିନ୍ଧୁ. ଇତିହାସ ।] — [ଦ୍ର— ଏମାନେ ଅଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କର ତିନି ଶ୍ରେଣୀମଧ୍ୟରୁ1ଶ୍ରେଣୀର ଅନ୍ତର୍ଗତ ଶ୍ରୋତ୍ରିୟ ବ୍ରାହ୍ମଣମାନେ ଏମାନଙ୍କ ସହିତ ବୈବାହିକ ସମ୍ବନ୍ଧ କରନ୍ତି ନାହିଁ କୃପାସିନ୍ଧୁ. ଇତିହାସ ]