ପନିଅର ଲାଗି Paniara lāgi

  • ପ୍ରାଦେ. (ଗଡ଼ଜାତ) ବି — ରାଜାଙ୍କର କ୍ଷୌର ହେବା ବିଧି — The process of the shaving of Rajas; shaving operation
  • ବିଣ — କ୍ଷୌର ହେଉଥିବା — Undergoing the process of being shaven