ପଦ୍ଧତୀ Paddhatī

  • ସଂ. ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ।) — ପଥ — Road; path
  • ସଂ. ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ।) — ଲଙ୍ଗଳ; ଶଗଡ଼ ବା ମନୁଷ୍ୟ ଯାଇଥିବା ଯୋଗୁଁ ଭୂମିରେ ପଡ଼ିଥିବା ଚିହ୍ନ — Trace; track
  • ସଂ. ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ।) — ବିଧି; ନିୟମ — Rule; system
  • ସଂ. ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ।) — ପ୍ରଣାଳୀ — Method; mode
  • ସଂ. ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ।) — ଶ୍ରେଣୀ; ଧାଡ଼ି, ପଂକ୍ତି — Row
  • ସଂ. ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ।) — ଉପାଧି; ପଦବୀ — Title; rank
  • ସଂ. ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ।) — ରେଖା — Line
  • ସଂ. ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ।) — ପ୍ରବାହ — Flow; current
  • ସଂ. ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ।) — ଆଚାର; ରୀତି — Custom; practice
  • ସଂ. ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ।) — ଆଚାରନିର୍ଣ୍ଣାୟକ ଗ୍ରନ୍ଥ; ଯେଉଁ ଗ୍ରନ୍ଥରେ ବିଭିନ୍ନ ବେଦ ଅନୁସାରେ ଲିଖିତ ଭିନ୍ନ ଭିନ୍ନ ଗୃହ୍ୟ ସୂତ୍ରମାନଙ୍କୁ ବିଶଦଭାବରେ ବୁଝାଇ ଦିଆ ଯାଇଥାଏ — A guide book or a manual laying down rituals or ceremonials of different Bedas
  • ସଂ. ବି—(ପଦ=ଗୋଡ଼+ହନ୍ ଧାତୁ=ବଧ କରିବା+କର୍ମ. ତି+ସ୍ତ୍ରୀ. ଈ—ଯାହାକୁ ଗୋଡ଼ଦ୍ୱାରା ଆଘାତ କରାଯାଏ।) — କାର୍ଯ୍ୟ ପ୍ରଣାଳୀ (ହି. ଶ) — Mode or method of work