ପଦୋଦକ Padodaka

  • ସଂ. ବି. (ମ. ପ. ଲୋ; କର୍ମଧା; ପଦ+ଉଦକ) — ଗୁରୁଜନ ବା ଦେବତାଙ୍କର ପାଦ ଧୁଆ ପାଣି; ପାଦୋଦକ; ପାଦୁକ; ଚରଣାମୃତ — Washings of the foot of an elder or of a Deity