ପଦ୍ମ Padma
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — ଜଳଜାତ ପ୍ରସିଦ୍ଧ ଲତା ପୁଷ୍ପ ବିଶେଷ; ଉତ୍ପଳ; ପଙ୍କଜ — Lotus; Saluadora Indicus; Nelumbium Speciosum
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — [ଦ୍ର—ଶ୍ୱେତ, ରକ୍ତ, ନୀଳ, ଭେଦରେ ଏହା ତିନି ପ୍ରକାର, ଏହା ଲଙ୍କା, ପାରସ୍ୟ, ଚିନ୍, ଜାପାନ ଓ ମାଲୟ ଦ୍ୱୀପରେ ଏବଂ ଭାରତରେ ସର୍ବତ୍ର ଜନ୍ମେ। ଏହି ଲତା ସିଧା, ସରୁ ଓ କଣ୍ଟକ ମୟ; ବହୁତ ଉଚ୍ଚକୁ ଓ ଦୂରକୁ ମାଡ଼େ। ଏହାର ପତ୍ର ପାଣି ଉପରେ ଭାସୁଥାଏ; ଫୁଲ ଧଳା ଓ ନାଲି ମିଶା ଏବଂ ସୁଗନ୍ଧଯୁକ୍ତ; ଚେର, ନାଡ଼, ପତ୍ର, ମଞ୍ଜି ଆଦି ସବୁ ଅଂଶ ଔଷଧରେ ଲାଗେ। ପଦ୍ମଫୁଲ ସୂର୍ଯ୍ୟୋଦୟରେ ଫୁଟି ସୂର୍ଯ୍ୟାସ୍ତ ବେଳକୁ ବୁଜି ହୋଇଯାଏ ବୋଲି ସୂର୍ଯ୍ୟଙ୍କୁ ପଦ୍ମବନ୍ଧୁ ବୋଲାଯାଏ।]
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — ନାଗସର୍ପବିଶେଷ — A variey of cobra snakes
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — ଲକ୍ଷ କୋଟୀ, 1,00000, 00000000 — ଲକ୍ଷ କୋଟୀ,1,00000, 00000000— . One-thousand millions or billions (M.W.)
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — [ଦ୍ର—ଏ ସଂଖ୍ୟା ସମ୍ବନ୍ଧେ ମତାନ୍ତର ଦୃଷ୍ଟ ହୁଏ; ମଧ୍ୟ କେହି କେହି ଏହାକୁ 14\15\16 ଶୂନ୍ୟବିଶିଷ୍ଟ ସଂଖ୍ୟା ବୋଲି ନିର୍ଦ୍ଦେଶ କରନ୍ତି।] — [ଦ୍ର—ଏ ସଂଖ୍ୟା ସମ୍ବନ୍ଧେ ମତାନ୍ତର ଦୃଷ୍ଟ ହୁଏ; ମଧ୍ୟ କେହି କେହି ଏହାକୁ14\15\16ଶୂନ୍ୟବିଶିଷ୍ଟ ସଂଖ୍ୟା ବୋଲି ନିର୍ଦ୍ଦେଶ କରନ୍ତି]
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — ନିଧିବିଶେଷ; ପଦ୍ମରାଗ ମଣି — Spinel ruby; a gem
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — ରତିବନ୍ଧବିଶେଷ; ପଦ୍ମବନ୍ଧ — A posture in copulation
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — ପଦ୍ମାକାରରେ ରଚିତ ସେନାବ୍ୟୂହବିଶେଷ — 5. A form of battle array; an army arrayed in the form of a lotus. (M.W.)
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — ତନ୍ତ୍ରୋକ୍ତ ଦେହାଭ୍ୟନ୍ତରୀଣ ଷଡ଼୍ଚକ୍ର — Six imaginary circles inside the human body according to Tantra
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — (ଷଟ୍ଚକ୍ର ଯଥା—ମୂଳାଧାର, ସ୍ୱାଧୀନତା, ମଣିପୁର, ଆହତ, ବିଶୁଦ୍ଧ ଓ ଅଜ୍ଞାନ)
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — ହାତୀର ଶୁଣ୍ଢ ଓ ମୁଣ୍ଡ ଉପରେ ଥିବା ରକ୍ତବର୍ଣ୍ଣ ଚିହ୍ନବିଶେଷ — Circular red spots on the head and trunk of an elephant
- ସଂ. ବି (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ) — ସୀସା (ହି. ଶ.) — Lead