ପଦ୍ମ କର Padma kara

  • ସଂ. ବି — (ବହୁବ୍ରୀହି; ପଦ୍ମ+କର)—ସୂର୍ଯ୍ୟ — The sun
  • ସଂ. ବି — (ରୂପକ) ପଦ୍ମ ପରି ସୁନ୍ଦର ହସ୍ତ; କର ପଦ୍ମ — A lotus-like hand