ପଦ ପଦକେ Pada padake

  • ଦେ. ଅ — ପ୍ରତି ପଦରେ — In every word or sentence
  • ଦେ. ଅ — ପ୍ରତି ପଦବିକ୍ଷେପରେ — At every step
  • ଦେ. ଅ — ନ ଜାଣି ତହିଁକି ପଦ ବଢ଼ାଇଲେ ପଦପଦକେ କଚଡ଼ା—ସଙ୍ଗୀତ।
  • ଦେ. ଅ — ପ୍ରତି ମୁହୂର୍ତ୍ତରେ — At every moment