ପଦ ବୃଦ୍ଧି Pada bṛuddhi
- ସଂ. ବି. ( 6 ଷ୍ଠୀ ତତ୍; ପଦ+ବୃଦ୍ଧି) — ଅଧିକାରର ବୃଦ୍ଧି — 1. Advancement in rank or position
- ସଂ. ବି. ( 6 ଷ୍ଠୀ ତତ୍; ପଦ+ବୃଦ୍ଧି) — ପ୍ରମୋସନ୍; ଚାକିରିରେ ଉପର ପାହ୍ୟାକୁ ଉଠିବା — Promotion in service
- ସଂ. ବି. ( 6 ଷ୍ଠୀ ତତ୍; ପଦ+ବୃଦ୍ଧି) — ଗୋଡ଼ଫୁଲା — Swelling of the foot
- ସଂ. ବି. ( 6 ଷ୍ଠୀ ତତ୍; ପଦ+ବୃଦ୍ଧି) — ଗୋଦର — Elephantiasis