ପଦ ପକେଇବା Pada pakeibā

  • ଦେ. କ୍ରି. — ବାକ୍ୟ କହିବା — To speak sentences
  • ଦେ. କ୍ରି. — ଗୀତ ବୋଲିବା — To sing songs
  • ଦେ. କ୍ରି. — ମନ୍ତ୍ର ଉଚ୍ଚାରଣ କରିବା — To utter incantations
  • ଦେ. କ୍ରି. — ରଚିତ ପଦ୍ୟରେ ମିତ୍ରାକ୍ଷର ମିଳାଇବା — To harmonise the rhyme in a composition
  • ଦେ. କ୍ରି. — ପଦକ୍ଷେପ କରିବା — To step; to pace