ପଦ ଦୋଷ Pada dosha

  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଦୋଷ) — ଯେଉଁ ଦୋଷ ବାକ୍ୟ ମଧ୍ୟସ୍ଥ ପଦକୁ ଆଶ୍ରୟ କରି ରହିଥାଏ — Some defects in composition as regards the component words
  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଦୋଷ) — [ଦ୍ର—ଶ୍ରୁତିକଟୁତା, ଅଶ୍ଳୀଳତା, ଅନୁଚିତତା, ଗ୍ରାମ୍ୟତା, ସନ୍ଦିଗ୍ଧତା, ନେୟାର୍ଥତା, ନିହତାର୍ଥତା, କ୍ଳିଷ୍ଟତା, ବିରୁଦ୍ଧମତିକାରିତା, ନିରର୍ଥକତା, ଅସାଧୁତା, ଅନନୁଗୁଣତା, ପୁନରୁକ୍ତତା, ଅଧିକ ପଦତା, ନ୍ୟୂନପଦତା, ପତତ୍ ପ୍ରକର୍ଷତା, ଦୁରନ୍ୱୟ, ଅକ୍ରମତା, ଅସମାନ କର୍ତ୍ତୃତ୍ୱ, ବିଧେୟା- ବିମର୍ଷ, ଯତିଭଙ୍ଗ ଓ ପ୍ରସିଦ୍ଧିତ୍ୟାଗ—ଏହି ସବୁ ଦୋଷ ପଦଦୋଷର ଅନ୍ତର୍ଗତ।]