ପଦ ଟୀକା Pada ṭīkā

  • ସଂ. ବି. (ଆଧୁନିକ ବ୍ୟବହାର; ଇଂରାଜି ଫୁଟ୍ନୋଟ୍ର ଅନୁବାଦ) — କୌଣସି ପୁସ୍ତକର ମୌଳିକ ଅଂଶରେ ଲେଖା ଥିବା ଦୁର୍ବୋଧ୍ୟ ବିଷୟର ବ୍ୟାଖ୍ୟା, ଯାହାକି ସେହି ପୃଷ୍ଠାର ନିମ୍ନ ଦେଶରେ ଲେଖାଯାଇଥାଏ — Footnote