ପଥ ଖରଚ Patha kharacha

  • ଦେ. ବି. (ସଂ. ପଥ+ଫା. ଖର୍ଚ) — ପାଥେୟ; ବାଟ ଖରଚ; କୌଣସି ସ୍ଥାନକୁ ଯାଉଥିବା ବ୍ୟକ୍ତିର ବାଟରେ ଯାହା ବ୍ୟୟ ହୁଏ — Journey- expenses; travelling expenses