ପଥ ଦେ(ଖେ)ଇବା Patha de (khe)ibā
- ଦେ. କ୍ରି — ବାଟ ଦେଖାଇବା; ବାଟ କଢ଼ାଇବା — To lead the way; to guide
- ଦେ. କ୍ରି — (ଲକ୍ଷଣାର୍ଥ) ପରବର୍ତ୍ତୀ ବ୍ୟକ୍ତିମାନଙ୍କ ପାଇଁ ଗୋଟିଏ ନୂଆ ଉପାୟ ବା ରୀତି ଆରମ୍ଭ କରିବା — (figurative) To do a new thing which others will follow
- ଦେ. କ୍ରି — ତାତଙ୍କୁ ପ୍ରଣାମି ଦେଖାଇଲେ ପଥ ଏବେ ଜନନୀଙ୍କ ସ୍ନେହ କୁମର । ଭିକାରୀ. ଗୀତ ଲହରୀ ।