ପଥ Patha

  • ସଂ. ବି. (ପଥ୍ ଧାତୁ+ଅ; ତୁଳ. ଇଂ. ପାଥ୍; ଗ୍ରୀକ୍ ପୋତୋସ୍) — ରାସ୍ତା; ବାଟ; ମାର୍ଗ — path; road; way
  • ସଂ. ବି. (ପଥ୍ ଧାତୁ+ଅ; ତୁଳ. ଇଂ. ପାଥ୍; ଗ୍ରୀକ୍ ପୋତୋସ୍) — ରନ୍ଧ୍ର; ଛିଦ୍ର — Hole
  • ସଂ. ବି. (ପଥ୍ ଧାତୁ+ଅ; ତୁଳ. ଇଂ. ପାଥ୍; ଗ୍ରୀକ୍ ପୋତୋସ୍) — ଦ୍ୱାର — Exit; door
  • ସଂ. ବି. (ପଥ୍ ଧାତୁ+ଅ; ତୁଳ. ଇଂ. ପାଥ୍; ଗ୍ରୀକ୍ ପୋତୋସ୍) — କୌଶଳ; ଉପାୟ; କାର୍ଯ୍ୟ ସାଧନର ଉପାୟ — Contrivance; means; ways and means
  • ସଂ. ବି. (ପଥ୍ ଧାତୁ+ଅ; ତୁଳ. ଇଂ. ପାଥ୍; ଗ୍ରୀକ୍ ପୋତୋସ୍) — କି କରିବି ନ ଦିଶଇ ପଥ। କବିସୂର୍ଯ୍ୟ. ସଙ୍ଗୀତ ।
  • ସଂ. ବି. (ପଥ୍ ଧାତୁ+ଅ; ତୁଳ. ଇଂ. ପାଥ୍; ଗ୍ରୀକ୍ ପୋତୋସ୍) — ଚାଲି; ଚଳନ — Line of conduct; mode of living
  • ସଂ. ବି. (ପଥ୍ ଧାତୁ+ଅ; ତୁଳ. ଇଂ. ପାଥ୍; ଗ୍ରୀକ୍ ପୋତୋସ୍) — ରୀତି; ପଦ୍ଧତି; କାର୍ଯ୍ୟ ସାଧନର ବିଧାନ — Manner; mode of work
  • ସଂ. ବି. (ପଥ୍ ଧାତୁ+ଅ; ତୁଳ. ଇଂ. ପାଥ୍; ଗ୍ରୀକ୍ ପୋତୋସ୍) — ଦୃଷ୍ଟି ଆଦିର ସୀମା — Reach (of the eye)
  • ସଂ. ବି. (ପଥ୍ ଧାତୁ+ଅ; ତୁଳ. ଇଂ. ପାଥ୍; ଗ୍ରୀକ୍ ପୋତୋସ୍) — (ଯଥା—ନୟନ ପଥ; ଦୃଷ୍ଟି ପଥ; କର୍ଣ୍ଣ ପଥ।)
  • ସଂ. ବି. (ପଥ୍ ଧାତୁ+ଅ; ତୁଳ. ଇଂ. ପାଥ୍; ଗ୍ରୀକ୍ ପୋତୋସ୍) — କାର୍ଯ୍ୟର ଗତି ବା ଧାରା — Course
  • ସଂ. ବି. (ପଥ୍ ଧାତୁ+ଅ; ତୁଳ. ଇଂ. ପାଥ୍; ଗ୍ରୀକ୍ ପୋତୋସ୍) — (ଯଥା—ଧର୍ମ ପଥ, ନୀତି ପଥ ।)