ପଥ କଢ଼େଇବା Patha kaṟḍ̠heibā

  • ଦେ. କ୍ରି — ଆଗରେ ଥାଇ ପଶ୍ଚାଦ୍ବର୍ତ୍ତୀ ବ୍ୟକ୍ତିକୁ ବାଟ ଦେଖାଇବା — To lead the way; to guide
  • ଦେ. କ୍ରି — ବୋଲନ୍ତି କଢ଼ାଅ ହେ ପଥ, ଆଗ ହୋଇଲେ ଗୋପୀନାଥ । ଜଗନ୍ନାଥ. ଭାଗବତ ।