ପତିତବ୍ୟ Patitabya

  • ସଂ. ବିଣ. (ପତ୍ ଧାତୁ+କର୍ତ୍ତୃ ତବ୍ୟ) — ପତନଯୋଗ୍ୟ — Fit to fall
  • ସଂ. ବିଣ. (ପତ୍ ଧାତୁ+କର୍ତ୍ତୃ ତବ୍ୟ) — ଯାହା ପଡ଼ିଯିବ — About to fall