ପତିତ ସାବିତ୍ରୀକ Patita sābitrīka

  • ସଂ. ବିଣ. (ବହୁବ୍ରୀହି) — ଯେଉଁ ଦ୍ୱିଜ ବଂଶଜାତ ବ୍ୟକ୍ତି ଉପଯୁକ୍ତ ବୟସରେ ବ୍ରତ ହୋଇ ନଥିବାରୁ ପତିତ ହୋଇଅଛି; ସାବିତ୍ରୀଭ୍ରଷ୍ଟ (ଦ୍ୱିଜାତି) — (a twice born) On whom the ceremony of investiture has not been perfomed in due time