ପତିପ୍ରାଣା Patiprāṇā

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ପତି ଅଟନ୍ତି ପ୍ରାଣ ଯାହାର) — ପତିଙ୍କଠାରେ ଏକାନ୍ତ ଆସକ୍ତା; ସାଧ୍ୱୀ (ସ୍ତ୍ରୀ) — (a wife) Devoted to her husband; chaste and devoted (woman); virtuous and doting (wife)