ପତିତ ଜାତି Patita jāti

  • ଦେ. ବି — ଅସ୍ପୃଶ୍ୟ ବା ନୀଚ ଜାତି — Low caste
  • ଦେ. ବି — ପାପୀ ଜାତି — Sinning people
  • ଦେ. ବି — ପରପଦଦଳିତ ଜାତି — Downtrodden people